କନକସ୍ନାନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନକସ୍ନାନ
ଉଚ୍ଚାରଣ: Kanakasnāna

ସଂ. ବି —

ରାଜମାନେ ସିଂହାସନରେ ବସିବା ପୂର୍ବରୁ ମନ୍ତ୍ରୋଚ୍ଚରଣପୂର୍ବକ ଯେଉଁ ସ୍ନାନ କରନ୍ତି — Shower-bath administered to kings on their accession to the thorne.

[ଦ୍ର—ଏହି ସ୍ନାନ କନକଘଟରେ ଜଳଦ୍ବାରା ଯଥାବିଧି ସମାହିତ ହୁଏ]

ଦେ. ବି. (ବ୍ୟଙ୍ଗ୍ୟ) —

କନକମୁଦ୍ରାରେ ସ୍ନାନରୂପ ପୁରସ୍କାର; କୌଣସି ବ୍ୟକ୍ତି ଗୁଡିଏ ସୁନା ମଉଡ ଉପହାର ପାଇବା — (ironical) A shower-bath of gold- coins; a present of gold coins.