କନକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନକା
ଉଚ୍ଚାରଣ: Kanakā

ଦେ. ବି. —

୧: ଚିଲିକାକୂଳ ବାଲିଆ ପଟୁରେ ଜନ୍ମଥିବା ଏକ ପ୍ରକାର ଘାସ (ଏହାର ମୂଳରୁ ମୁଥାମୂ ପରି ଯେଉଁ ଶ୍ବେତସାରମୟ ଦ୍ରବ୍ୟ ବାହାରେ ତାହାକୁ ଦୁର୍ଭିକ୍ଷରେ ଲୋକେ ଖାଇ ବଞ୍ଚନ୍ତି) — ୧. A kind of grass growing on the Chilka coast in Puri district and its root.

୨: ଓ଼ଡ଼ିଶାର ଗଡଜାତ ନରସିଂହପୁର ଓ ହିନ୍ଦୋଳ ରାଜ୍ୟ ଦ୍ବୟରେ ଅବସ୍ଥିତ ପର୍ବତବିଶେଷ (ଏହାର ଉଚ୍ଚତା ୨୩୮: ଫୁଟ) — ୨. Name of a mountain in the States of Hindola and Narsingpur in Orissa.

୩: କନିକା (ଦେଖ) ୩. Kanikā (See)