କନକାହ୍ଵ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନକାହ୍ବ
ଉଚ୍ଚାରଣ: Kanakāhwa

ସଂ. ବି.—(ବହୁବ୍ରୀହି; କନକ+ଆହ=ନାମ) —

୧: ଦୁଦୁରା ଗଛ ଓ ଫୁଲ — ୧. The Thorn-apple plant and its flower.

୨: ଚମ୍ପକ ବୃକ୍ଷ ଓ ଫୁଲ — ୨. The Champaka tree and its flower.

୩: କନକା ମଞ୍ଜି —୩. An aperient seed.

୪: ନାଗେଶ୍ବର ଗଛ — ୪. The Nageṣwar tree.