କନା
ଦେଖଣା
କନା —
ଉଚ୍ଚାରଣ: kanā
ঢৈনা কানি
चिथडा चिथडि
ଦେ. ବି. (ସଂ. କନ୍ଥା; କର୍ଣ୍ଣ) —
୧: ବସ୍ତ୍ରାଂଶ — ୧. A piece of cloth.
୨: ଛିଣ୍ଡାଲୁଗା; କନ୍ଥା —୨. Rag.
୩: ଘର ଶେଣୀରେ ହୋଇଥିବା କଇଁଚି — ୩. Cross-bar in the beam of a house.
୪: (ସଂ. କର୍ଣ୍ଣ)—ବୃକ୍ଷ ଶାଖା ଦୁଇ ଭାଗରେ ବିଭକ୍ତ ହୋଇଥିବା ସ୍ଥାନ —୪. The V-shaped or forked part of the tree where branches fork out.
୫: କପକନା (ଦେଖ) ୫. Kapakanā (See)
ପ୍ରାଦେ. (ସମ୍ବଲପୁର) ବି —
ଘରର ଖୁଣ୍ଟ — A pillar or post of a house.