କନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନା
ଉଚ୍ଚାରଣ: kanā
ঢৈনা কানি चिथडा चिथडि

ଦେ. ବି. (ସଂ. କନ୍ଥା; କର୍ଣ୍ଣ) —

୧: ବସ୍ତ୍ରାଂଶ — ୧. A piece of cloth.

୨: ଛିଣ୍ଡାଲୁଗା; କନ୍ଥା —୨. Rag.

୩: ଘର ଶେଣୀରେ ହୋଇଥିବା କଇଁଚି — ୩. Cross-bar in the beam of a house.

୪: (ସଂ. କର୍ଣ୍ଣ)—ବୃକ୍ଷ ଶାଖା ଦୁଇ ଭାଗରେ ବିଭକ୍ତ ହୋଇଥିବା ସ୍ଥାନ —୪. The V-shaped or forked part of the tree where branches fork out.

୫: କପକନା (ଦେଖ) ୫. Kapakanā (See)

ପ୍ରାଦେ. (ସମ୍ବଲପୁର) ବି —

ଘରର ଖୁଣ୍ଟ — A pillar or post of a house.