କନାଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନାଟି
ଉଚ୍ଚାରଣ: Kanāṭi

ବୈଦେ. ବିଣ —

ବସ୍ତ୍ର ନିର୍ମିତ — Made of cloths.

ବୈଦେ. ବି —

କନାଟ (ଦେଖ) Kanāṭa (See)

ଦେ. ବି —

୧: କଳମାନଙ୍କ ମଧ୍ୟରେ ଥିବା ଏକ ପ୍ରକାର ଯନ୍ତ୍ର — ୧. Valve.

[ଦ୍ର—ଏହା ଏକ ପାଖରେ ଫିଟେ]

୨: ମୁଣ୍ଡରେ ଚୂଳ ଥିବା ଏକପ୍ରକାର ଗୋବରା ଚଢ଼େଇ — ୨. A species of birds.