କନାଟି
ଦେଖଣା
କନାଟି —
ଉଚ୍ଚାରଣ: Kanāṭi
ବୈଦେ. ବିଣ —
ବସ୍ତ୍ର ନିର୍ମିତ — Made of cloths.
ବୈଦେ. ବି —
କନାଟ (ଦେଖ) Kanāṭa (See)
ଦେ. ବି —
୧: କଳମାନଙ୍କ ମଧ୍ୟରେ ଥିବା ଏକ ପ୍ରକାର ଯନ୍ତ୍ର — ୧. Valve.
[ଦ୍ର—ଏହା ଏକ ପାଖରେ ଫିଟେ]
୨: ମୁଣ୍ଡରେ ଚୂଳ ଥିବା ଏକପ୍ରକାର ଗୋବରା ଚଢ଼େଇ — ୨. A species of birds.