କନାମୁଠି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନାମୁଠି
ଉଚ୍ଚାରଣ: Kanāmuṭhi
মুঠি, কাতা

ଦେ. ବି —

ହାଟୁଆ ଭଣ୍ଡାରିଙ୍କର ଖୁର ଆଦି ରଖିବା କନାମୁଣି — Cloth-bags used by the barbers for the purpose of keeping their instruments in.