କନିଷ୍ଠ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନିଷ୍ଠ
ଉଚ୍ଚାରଣ: Kanishṭha
(କନିଷ୍ଠା—ସ୍ତ୍ରୀ)

ସଂ. ବିଣ. ପୁଂ. (ୟୁବନ୍ ବା ଅଳ୍ପ+ଇଷ୍ଠ; ୟୁବକ ଓ ଅଳ୍ପ ସ୍ଥାନରେ କନ୍ ଆଦେଶ; ବୟସରେ ୟୁବା ବା ଛୋଟ) —

୧: ଅନୁଜ — ୧. Younger; after-born (male).

୨: ସମସ୍ତଙ୍କଠାରୁ ସାନ —୨. Youngest.

୩: ବୟସରେ ସାନ —୩. Younger in age; junior.

୪: ଅତି ଶିଶୁ —୪. Very young.

୫: ଅଳ୍ପ; ଅଳ୍ପତମ —୫. Little; last.

୬: ସମସ୍ତଙ୍କଠାରୁ କ୍ଷୁଦ୍ର —୬. Smallest.

୭: ଆକୃତିରେ ଛୋଟ —୭. Dwarfish.

ସଂ. ବି —

୧: ସାନ ଭାଇ —୧. Younger brother.

୨: ସାନ ପୁଅ —୨. Youngest son.

୩: ମହାଦେବ —୩. God Ṡiba

ଦେ. ବି —

କାଣିଆଙ୍ଗୁଠି —Little finger.

ସାତ ବରଷୁଁ ୟାତ, ଅଣ୍ଟିଲା ନାହିଁ କର—କମଳ କନିଷ୍ଠକୁ ଗୋବର୍ଦ୍ଧନ— କବିସୂର୍ଯ୍ୟ. ସଙ୍ଗୀତ