କନିଷ୍ଠ
ଦେଖଣା
କନିଷ୍ଠ —
ଉଚ୍ଚାରଣ: Kanishṭha
(କନିଷ୍ଠା—ସ୍ତ୍ରୀ)
ସଂ. ବିଣ. ପୁଂ. (ୟୁବନ୍ ବା ଅଳ୍ପ+ଇଷ୍ଠ; ୟୁବକ ଓ ଅଳ୍ପ ସ୍ଥାନରେ କନ୍ ଆଦେଶ; ବୟସରେ ୟୁବା ବା ଛୋଟ) —
୧: ଅନୁଜ — ୧. Younger; after-born (male).
୨: ସମସ୍ତଙ୍କଠାରୁ ସାନ —୨. Youngest.
୩: ବୟସରେ ସାନ —୩. Younger in age; junior.
୪: ଅତି ଶିଶୁ —୪. Very young.
୫: ଅଳ୍ପ; ଅଳ୍ପତମ —୫. Little; last.
୬: ସମସ୍ତଙ୍କଠାରୁ କ୍ଷୁଦ୍ର —୬. Smallest.
୭: ଆକୃତିରେ ଛୋଟ —୭. Dwarfish.
ସଂ. ବି —
୧: ସାନ ଭାଇ —୧. Younger brother.
୨: ସାନ ପୁଅ —୨. Youngest son.
୩: ମହାଦେବ —୩. God Ṡiba
ଦେ. ବି —
କାଣିଆଙ୍ଗୁଠି —Little finger.
ସାତ ବରଷୁଁ ୟାତ, ଅଣ୍ଟିଲା ନାହିଁ କର—କମଳ କନିଷ୍ଠକୁ ଗୋବର୍ଦ୍ଧନ— କବିସୂର୍ଯ୍ୟ. ସଙ୍ଗୀତ