କନ୍ଜି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଜି
ଉଚ୍ଚାରଣ: Kanji

ପ୍ରାଦେ. (ସମ୍ବଲପୁର) ବି —

ଏକାପ୍ରକାର ମାଟିର ହାଣ୍ଡି ବା କୁଣ୍ଡ — A kind of shallow earthen pot.

[ ଦ୍ର—ଏହା ତେଲୁଣି ପରି ଚଟକା ନୁହେ କିମ୍ବା ହାଣ୍ଡି ପରି ଗହୀରା ନୁହେ]