କନ୍ତୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ତୁ
ଉଚ୍ଚାରଣ: Kantu

ସଂ. ବି. (କମ୍ ଧାତୁ=ଇଚ୍ଛା କରିବା+କର୍ମ. ତୁ) —

୧: କନ୍ଦର୍ପ; କାମ —୧. Cupid.

୨: ଚିତ୍ତ —୨. Mind.

୩: ହୃଦୟ —୩. Heart.

ସଂ. ବିଣ. (କମ୍=ସୁଖ+ଅଛି ଅର୍ଥରେ. ତୁ) —

ସୁଖାନ୍ବିତ —Happy.