କନ୍ଦରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଦରା
ଉଚ୍ଚାରଣ: Kandarā

ସଂ. ବି. (କଂ=ଜଳକୁ; ହସ୍ତିପୋଳକୁ+ଦୃ ଧାତୁ=ବିଦୀର୍ଣ୍ଣ ହେବା+କର୍ତ୍ତୃ; କରଣ. ଅ+ସ୍ତ୍ରୀ. ଆ) —

କନ୍ଦର (ଦେଖ) Kandara (See)

ଦେ. ବି —

କନ୍ଧଡ଼ା (ଦେଖ) Kandhaṟḍ̠ā (See)

ପ୍ରାଦେ. (ସମ୍ବଲପୁର) ବିଣ. ପୁଂ —

କାନ୍ଦୂରା; କ୍ରନ୍ଦନଶୀଳ — Given to crying.

ପ୍ରାଦେ. (ସମ୍ବଲପୁର) ବି —

କନ୍ଦମୂଳ (ଦେଖ) Kandamūḻa (See)