କନ୍ଦର୍ପସନ୍ଦୀପକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଦର୍ପସନ୍ଦୀପକ
ଉଚ୍ଚାରଣ: Kandarpasandīpaka

ସଂ. ବିଣ. (୬: ଷ୍ଠୀ ତତ୍; କନ୍ଦର୍ପ+ସନ୍ଦୀପକ) —

କାମବୃତ୍ତିର ଉତ୍ତେଜନକାରୀ (ଔଷଧ ବିଶେଷ) —Aphrodisiac (medicine).