କନ୍ଦର୍ପସନ୍ଦୀପନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଦର୍ପସନ୍ଦୀପନ
ଉଚ୍ଚାରଣ: Kandarpasandīpana

ସଂ. ବିଣ —

କନ୍ଦର୍ପସନ୍ଦୀପକ (ଦେଖ) Kandarpasandīpaka (See)

ସଂ. ବି —

କାମୋଦ୍ରେକ — The feeling of the passion of lust.