କନ୍ଦଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଦଳା
ଉଚ୍ଚାରଣ: Kandaḻā
कंदला

ଦେ. ବି. (ବଣିଆ ଶବ୍ଦ) (ସଂ. କନ୍ଦଳ=ସୁନା) —

ସୁନା ବା ରୁପାର ଢଳା ଛଡ଼; (ଏଥିରୁ ସୁନା ଓ ରୂପାର ତାର ତିଆରି ହୁଏ) —Long bits of gold or silver from which wires are drawn out.

[ଦ୍ର—ପ୍ରଥମେ ସୁନା ବା ରୂପାକୁ ଆଉଟି ଛାଞ୍ଚରେ ଢାଳି ଲମ୍ବ କାଢ଼ୀ କରାଯାଏ; ସେହି ଲମ୍ବ କାଠିରେ ଅଗକୁ ହାତୁଡ଼ିରେ ପିଟି ସରୁ କରାଯାଏ ଉକ୍ତ ସରୁ ମୁହଁକୁ ୟନ୍ତାରେ ଥିବା ଛିଦ୍ର ବାଟେ ପୂରାଇ

କନ୍ଦଳରେ ଆରପାଖରେ ସଣ୍ଡୁଆସି ଦ୍ବାରା ଟାଣି ନେଲେ ସେହି ଛିଦବାଟେ ସରୁ ତାର ବାହାରେ ଛିଦ୍ରର ଆକାର ଅନୁସାରେ ତାର ସରୁ ବା ମୋଟ ହୁଏ]