କନ୍ଦାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଦାଇବା
ଉଚ୍ଚାରଣ: Kandāibā

(ହସାଇବା—ବିପରୀତ)

কাঁদান रोवाना

ଦେ. କ୍ରି. (ସଂ. କ୍ରନ୍ଦ ଧାତୁ ଣିଚ୍; କାନ୍ଦିବାର ଣିଜନ୍ତ ଭୂପ) —

୧: (ସକର୍ମକ) କ୍ରନ୍ଦନ କରାଇବା — ୧. To cause to weep.

୨: (ଅକର୍ମକ) (ସଂ. କନ୍ଦ)—ନୂତନ ଅଙ୍କୁରୋଦ୍ଗମ ହେବା ବା ଗଜା ଦେବା —୨. (trees) To show signs of bearing new sprouts

୩: (ନଡ଼ିଆ ଗଛର) କାନ୍ଧରୁ ନୂଆ କନ୍ଦା ଦେବା — ୩. To bring out or send forth new shoots or sprouts (said of cocoanut trees).