କନ୍ଦ୍ କନ୍ଦ୍ ଣିଆଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଦ୍ କନ୍ଦ୍ ଣିଆଁ
ଉଚ୍ଚାରଣ: Kandkandṇiāñ

ପ୍ରାଦେ. (ସମ୍ବଲପୁର) ବିଣ. (ସଂ. କ୍ରନ୍ଦନ) —

କାନ୍ଦବାନ୍ଦ; କ୍ରନ୍ଦନୋଦ୍ୟତ; କାନ୍ଦୁର୍ମାନ୍ଦୁର; କାନ୍ଦୁଣି— ମାନ୍ଦୁଣି —About to cry.