Jump to content

କନ୍ଧ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଧ
ଉଚ୍ଚାରଣ: Kandha
কঁধ कन्ध

ଦେ. ବି —

୧: ବଣୁଆ ଜାତିବିଶେଷ — ୧. The Khonds; a wild tribe inhabiting the States of Oṟḍ̠iṡā

[ ଦ୍ର—ଅନାର୍ୟ୍ୟଭାଷାରେ ଏହାର ଅର୍ଥ ପାହାଡ଼ରେ ବାସ କରିବା ବ୍ୟକ୍ତି — A mountaineer. ବିଶାଖାପାଟଣା ଜିଲ୍ଲା ଓ ମାଳ, ଗଞ୍ଜାମ ମାଳର ପ୍ରାନ୍ତ, ଅନୁଗୁଳ, କନ୍ଦମାଳ, ଘୁମୁସର, ଦଶ— ପଲା, ବୋଦ, କଳାହାଣ୍ଡ଼ି ଓ ନୂଆଗଡ଼ରେ ଏମାନେ ବାସ କରନ୍ତି ୧୯୨: ସାଲ ସେନ୍ସସ୍ରେ ମାନ୍ଦ୍ରାଜ ଓ ବିହାର—ଓଡ଼ିଶା ଗଡ଼— ଜାତିରେ ଏମାନଙ୍କ ସଂଖ୍ୟା ଛଅ ଲକ୍ଷ ଥିଲା ଏଥିମଧ୍ୟରୁ ପ୍ରାୟ ପାଞ୍ଚ ଲକ୍ଷ ହିନ୍ଦୁଧର୍ମ ଅବଲମ୍ବନ କରି କଥାରେ ଓ ଦଲୀଲରେ ଓଡ଼ିଆ— ଭାଷା ବ୍ୟବହାର କରନ୍ତି ଏବଂ ଓଡ଼ିଆଙ୍କୁ ପୁରୋହିତ କରନ୍ତି ଏମାନେ ମାଙ୍କଡ଼ଖିଆ, ଲଙ୍ଗୁଳି, ଶିଅଳ, ଜାନି ଓ ଦେଶୁଆ—ଏହି ପାଞ୍ଚ ଶ୍ରେଣୀରେ ବିଭକ୍ତ]

୨: ଗ୍ରୀବା; କାନ୍ଧ; ସ୍କନ୍ଧଦେଶ —୨. The shoulders.

ନିକଟ ହେଲାଣି ସେ ସ୍ଥାନ, କନ୍ଧରେ ବସ ଗୋ ବହନ ଭୂପତି—ପ୍ରେମପଞ୍ଚାମୃତ