କନ୍ଯାଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ୟାଟ
ଉଚ୍ଚାରଣ: Kanyāṭa

ସଂ. ବି. (କନ୍ୟା+ଅଟ୍ ଧାତୁ= ଗମନକରିବା+ଭାବ. ଅ) —

୧: କନ୍ୟାଟିବାଡ଼ (ଦେଖ) ୧. Kanāṭibāṟḍ̠;a (See)

କରଜର ମୂଜେ ଚିଭି କନ୍ୟାଟ, ତୋ ଦେଖି ଫୂଲଥାଏ ତୁମ୍ଭ ନାଟ କବିସୂର୍ଯ୍ୟ. କବିତା

୨: ନାରୀମାନଙ୍କର ବାସଭବନ; ଅନ୍ଦରମହଲ — ୨. Female apartments.

ସଂ. ବିଣ. ଫୁ. —

ଯେଉଁ ବ୍ୟକ୍ତି କନ୍ୟାମାନଙ୍କ ପଛରେ ଗୋଡ଼ାଏ — Following after young girls (M.W.)