କପଟବେଶୀ
ଦେଖଣା
କପଟବେଶୀ —
ଉଚ୍ଚାରଣ: Kapaṭabeṡī
(କପଟବେଶିନୀ—ସ୍ତ୍ରୀ)
ସଂ. ବିଣ. ପୁଂ. (କପଟବେଶ+ଅଛି ଅର୍ଥରେ ଇନ; ୧: ମା.୧: ବ.) —
୧: ଛଦ୍ମବେଶୀ —୧. In disguise; incognito.
୨: ବହୁରୂପା —୨. Masked.
କପଟବେଶୀ —
ଉଚ୍ଚାରଣ: Kapaṭabeṡī
(କପଟବେଶିନୀ—ସ୍ତ୍ରୀ)
ସଂ. ବିଣ. ପୁଂ. (କପଟବେଶ+ଅଛି ଅର୍ଥରେ ଇନ; ୧: ମା.୧: ବ.) —
୧: ଛଦ୍ମବେଶୀ —୧. In disguise; incognito.
୨: ବହୁରୂପା —୨. Masked.