କପଟୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପଟୀ
ଉଚ୍ଚାରଣ: Kapaṭī

ସଂ. ବିଣ. ପୁଂ. (କପଟ=ଶଠତା+ଅଛି ଅର୍ଥରେ ଇନ୍; ୧: ମା. ୧: ବ.) —

୧: ଶଠ —୧. Fraudulent; cheat; deceitful.

୨: ଧୂର୍ତ୍ତ —୨. Insidious; roguish.

୩: ଅନ୍ତର୍ଭାବ ଗୋପନକାରୀ —୩. Hypocritical.