କପର୍ଦ୍ଦୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପର୍ଦ୍ଦୀ
ଉଚ୍ଚାରଣ: Kaparddī
(କପର୍ଦ୍ଦିନୀ—ସ୍ତ୍ରୀ)

ସଂ. ବି. ପୁଂ. (କପର୍ଦ୍ଦ=ଶିବଜଟା+ଅଛି ଅର୍ଥରେ ଇନ୍; ୧: ମା. ୧: ବ.) —

ମହାଦେବ —God Ṡiba.

ସଂ. ବିଣ. ପୁଂ —

ଜଟାଯୁକ୍ତ; ୟାହାର ଜଟା ଅଛି — Having matted hair.