କପାଖାଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପାଖାଇ
ଉଚ୍ଚାରଣ: Kapākhāi
চরখা. তুলোবাছ आटनी; औटनी

ଦେ. ବି. —

ଯେଉଁ ଖାଇ ବା ଯନ୍ତ୍ର ଦ୍ବାରା ମଞ୍ଜିଯୁକ୍ତ କପା— ଫୁଟରୁ ମଞ୍ଜି ଅଲଗା କରାଯାଏ — A machine by which the seed is separated from cotton.