କପାଳଭୃତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପାଳଭୃତ୍
ଉଚ୍ଚାରଣ: Kapāḻabhṛut

ସଂ. ବିଣ. ପୁଂ—(କପାଳ+ଭୃ ଧାତୁ=ଧରିବା+କର୍ତ୍ତୃ. କ୍ବିପ୍) —

ନରକପାଳଧାରୀ —Holding a skull.

ସଂ. ବି. —

୧: ଭିକ୍ଷୁକ —୧. Beggar.

୨: ଶିବ —୨. God Ṡiba.