କପାଳୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପାଳୀ
ଉଚ୍ଚାରଣ: Kapā&lline;ī

ସଂ. ବି. ପୁଂ. (କପାଳ+ଇନ୍) —

ଶିବ — Ṡiva.

ଦେ. ବି. ସ୍ତ୍ରୀ. (ସଂ. କପାଳିନୀ) —

ଦୁର୍ଗା ଠାକୁରାଣୀ — Goddess Durgā.

(ଯଥା—ଭୂବନେଶ୍ବର ବୋଇତାଳ ଦେଉଳରେ କପାଳୀ ଠାକୁରାଣୀ ଅଛନ୍ତି)

ଦେ. ବିଣ. ସ୍ତ୍ରୀ —

କପାଳିଆର ସ୍ତ୍ରୀଲିଙ୍ଗ — Feminine of Kapāḻiā

ପ୍ରାଦେ. (ଗଞ୍ଜାମ) ବି —

ଦୁଆରବନ୍ଧର ଉପର ଫଳି — The upper piece of wood ina door-frame.