କପିକଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପିକଳ
ଉଚ୍ଚାରଣ: Kapikaḻa
কপি কল चरखी

ଦେ. ବି (ସଂ. କମ୍ପ ଧାତୁ) —

ଭାରୀ ଜିନିଷ ତଳୁ ଉପରକୁ ଉଠାଇବାପାଇଁ ଚକରେ ଦଉଡି ଲାଗିଥିବା ଯନ୍ତ୍ର; ଶଗଡ଼ —A pulley; a crane.