କପିଙ୍ଗ୍ ପ୍ରେସ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପିଙ୍ଗ୍ ପ୍ରେସ୍
ଉଚ୍ଚାରଣ: Kapiṅg press
কপিঙ্গ প্রেস कापिङ्ग प्रेस्

ବୈଦେ. ବି. (ଇଂ. କପୀଙ୍ଗ୍ ପ୍ରେସ୍) —

ଯେଉଁ ଯନ୍ତ୍ର ସାହାଯ୍ୟରେ କପୀଙ୍ଗ୍ ଇଙ୍କ୍ ରେ ଲେଖାଥିବା କାଗଜରୁ ନକଲ ଉଠାଯାଏ — Copying press.