କପିଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପିଳ
ଉଚ୍ଚାରଣ: Kapiḻa

ସଂ. ବିଣ. (କମ୍ ଧାତୁ=ବାଞ୍ଛା କରିବା+କର୍ତ୍ତୃ. ଇକ; କିମ୍ବା କପି+ଅସ୍ତ୍ୟର୍ଥେ. ଳ) —

୧: ପିଙ୍ଗଳ —୧. Tawny; brown.

୨: ପୀତାର କୃଷ୍ଣ —୨. Yellowish black.

ସଂ. ବି. —

୧: ପିଙ୍ଗଳବର୍ଣ୍ଣ — ୧. Tawny colour.

୨: ସଗରପୁତ୍ରମାନଙ୍କ ଶାପଦ୍ବାରା ଦଗ୍ଧ କରିଥିବା ମୁନି — ୨. Name of a asge.

[ ଦ୍ର—ରାମାୟଣରେ କପିଳ ଅଗ୍ନ୍ୟବତାର ବୋଲି ପ୍ରସିଦ୍ଧ]

୩: ସାଂଖ୍ୟଦର୍ଶନ—ପ୍ରଶେତା ମୁନିବିଶେଷ — ୩. A sage who founded the Sāṁkhya system of Hindu philosophy.

୪: ସ୍ମୃତିଶାସ୍ତ୍ର—ପ୍ରଣେତା ମୁନିବିଶେଷ — ୪. Name of the compiler of a Hindu Code.

୫: ନାଗବିଶେଷ —୫. A fabulous serpent.

୬: ନଗରୀବିଶେଷ; କପିଳବାସ୍ତୁ — ୬. A town, the birth-place of Buddha.

୭: ମେରୁର ପଶ୍ଚିମସ୍ଥ ପର୍ବତବିଶେଷ — ୭. Name of a fabulous mountain.

୮: ଦୈତ୍ୟବିଶେଷ —୮. A demon.

୯: ବିଷ୍ଣୁ —୯. Bishṇu.

୧: ଅଗ୍ନି —୧୦. Fire.

୧୧: କୁକ୍କୁର —୧୧. Dog.

୧୨: ମୁନିବିଶେଷ; ବ୍ରହ୍ମାଙ୍କର ପୁତ୍ର — ୧୨. Name of a sage.