କପିଳ
କପିଳ —
ଉଚ୍ଚାରଣ: Kapiḻa
ସଂ. ବିଣ. (କମ୍ ଧାତୁ=ବାଞ୍ଛା କରିବା+କର୍ତ୍ତୃ. ଇକ; କିମ୍ବା କପି+ଅସ୍ତ୍ୟର୍ଥେ. ଳ) —
୧: ପିଙ୍ଗଳ —୧. Tawny; brown.
୨: ପୀତାର କୃଷ୍ଣ —୨. Yellowish black.
ସଂ. ବି. —
୧: ପିଙ୍ଗଳବର୍ଣ୍ଣ — ୧. Tawny colour.
୨: ସଗରପୁତ୍ରମାନଙ୍କ ଶାପଦ୍ବାରା ଦଗ୍ଧ କରିଥିବା ମୁନି — ୨. Name of a asge.
[ ଦ୍ର—ରାମାୟଣରେ କପିଳ ଅଗ୍ନ୍ୟବତାର ବୋଲି ପ୍ରସିଦ୍ଧ]
୩: ସାଂଖ୍ୟଦର୍ଶନ—ପ୍ରଶେତା ମୁନିବିଶେଷ — ୩. A sage who founded the Sāṁkhya system of Hindu philosophy.
୪: ସ୍ମୃତିଶାସ୍ତ୍ର—ପ୍ରଣେତା ମୁନିବିଶେଷ — ୪. Name of the compiler of a Hindu Code.
୫: ନାଗବିଶେଷ —୫. A fabulous serpent.
୬: ନଗରୀବିଶେଷ; କପିଳବାସ୍ତୁ — ୬. A town, the birth-place of Buddha.
୭: ମେରୁର ପଶ୍ଚିମସ୍ଥ ପର୍ବତବିଶେଷ — ୭. Name of a fabulous mountain.
୮: ଦୈତ୍ୟବିଶେଷ —୮. A demon.
୯: ବିଷ୍ଣୁ —୯. Bishṇu.
୧: ଅଗ୍ନି —୧୦. Fire.
୧୧: କୁକ୍କୁର —୧୧. Dog.
୧୨: ମୁନିବିଶେଷ; ବ୍ରହ୍ମାଙ୍କର ପୁତ୍ର — ୧୨. Name of a sage.