କପିଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପିଳା
ଉଚ୍ଚାରଣ: Kapiḻā

ସଂ. ବି. (କପିଳ+ଅଛି ଅର୍ଥରେ .ଅ+ସ୍ତ୍ରୀ. ଆ) —

୧: ପୂର୍ବ— ଦକ୍ଷିଣ କୋଣର ନ୍ଦିକ୍—ହସ୍ତୀ ପୁଣ୍ଡରୀକର ସ୍ତ୍ରୀ; ଦିକ୍— ହସ୍ତିନୀବିଶେଷ —୧. One of the she-elephants guarding the S.W. point of the compass.

୨: କପିଳଶିଂଶପା; ଶିଂଶପାବୃକ୍ଷ —୨. The tawny Blackwood or Sissoo tree.

୩: କାମଧେନୂ —୩. The cow celebrated in the Purāṇas who was said to give anything desired of her.

୪: ପାଣ୍ଡୁରବର୍ଣ୍ଣର ଧେନୁ —୪. A brown cow.

୫: (ବୈଦ୍ୟକ) ରେଣୁକା ନାମକ ସୁଗନ୍ଧି ଦ୍ରବ୍ୟ — ୫. Piper Aurantiacum.

୬: ରାଜପିତ୍ତଳ; ପିଙ୍ଗଳ ପିତ୍ତଳ — ୬. A tawny variety of brass.

୭: ନିର୍ବିଷ ଜଳୌକା; ଜୋକ — ୭. Non-venomous leech.

୮: ନଦୀବିଶେଷ —୮. Name of a river.

୯: ଦକ୍ଷଙ୍କ କନ୍ୟା — ୯. The daughter of Daksha.

ଦେ. ବି. ପୁ. —

କପିଳର ଡାକ ନାମ — Name for calling Kapiḻa.

ସଂ. ବିଣ. ସ୍ତ୍ରୀ. —

କପିଳର ସ୍ତ୍ରୀଲିଙ୍ଗ — Feminine of Kapiḻa.

ଦେ. ବିଣ. —

କପିଳବର୍ଣ୍ଣବିଶିଷ୍ଟ —Brown.

ଦେ. ବି. —

ଶୁଦକପିଳା; ଶୂଦ୍ରଜାତିବିଶେଷ — A class of Ṡūdras.