କପିଶ
ଦେଖଣା
କପିଶ —
ଉଚ୍ଚାରଣ: Kapiṡa
ସଂ. ବି. (କପି+ଅଛି ଅର୍ଥରେ ଶ; କପି ଅର୍ଥାତ୍ ମାଙ୍କଡ଼ର ବର୍ଣ୍ଣ) —
ନୀଳପୀତ ମିଶ୍ରିତ ବର୍ଣ୍ଣ —Brown colour.
ସଂ. ବିଣ. —
ମାଟିଆବର୍ଣ୍ଣଯୁକ୍ତ; ପାଉଁଶିଆ ବର୍ଣ୍ଣବିଶିଷ୍ଟ — Brown; ashy.
କପିଶ —
ଉଚ୍ଚାରଣ: Kapiṡa
ସଂ. ବି. (କପି+ଅଛି ଅର୍ଥରେ ଶ; କପି ଅର୍ଥାତ୍ ମାଙ୍କଡ଼ର ବର୍ଣ୍ଣ) —
ନୀଳପୀତ ମିଶ୍ରିତ ବର୍ଣ୍ଣ —Brown colour.
ସଂ. ବିଣ. —
ମାଟିଆବର୍ଣ୍ଣଯୁକ୍ତ; ପାଉଁଶିଆ ବର୍ଣ୍ଣବିଶିଷ୍ଟ — Brown; ashy.