କପିଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପିଶ
ଉଚ୍ଚାରଣ: Kapiṡa

ସଂ. ବି. (କପି+ଅଛି ଅର୍ଥରେ ଶ; କପି ଅର୍ଥାତ୍ ମାଙ୍କଡ଼ର ବର୍ଣ୍ଣ) —

ନୀଳପୀତ ମିଶ୍ରିତ ବର୍ଣ୍ଣ —Brown colour.

ସଂ. ବିଣ. —

ମାଟିଆବର୍ଣ୍ଣଯୁକ୍ତ; ପାଉଁଶିଆ ବର୍ଣ୍ଣବିଶିଷ୍ଟ — Brown; ashy.