କପି କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପି କରିବା
ଉଚ୍ଚାରଣ: Kapi karibā
কপি করা नकल करना

ଦେ. କ୍ରି. (ଇଂ. କପୀ+ଓ. କରିବା) —

୧: ଅବିକଳ ନକଲ କରିବା —୧. To copy.

୨: ଉତାରିବା —୨. To transcribe.

୩: ଅନୁକରଣ କରିବା —୩. To imitate.

୪: ପରୀକ୍ଷା ସମୟରେ ଗୁପ୍ତଭାବରେ ଅନ୍ୟ ଛାତ୍ରର ଉତ୍ତରକୁ କମ୍ବା ପୁସ୍ତକକୁ ଦେଖି ନକଲ କରି ଉତ୍ତର ଲେଖିବା — ୪. To write answers at examinations by using unfair means.


କପି କରିବା

ଓଡ଼ିଆ[ସମ୍ପାଦନା]

ଦେଶଜ - କ୍ରି.[ସମ୍ପାଦନା]

କୌଣସି ଲେଖାର ବା ବହିର ପ୍ରତିଲିପି ଆପଣା ନିକଟରେ ସାଇତିବା

[ଦ୍ରଷ୍ଟବ୍ୟ —ଏହିପରି ନୋଟ୍ ରଖିବା, ଟିପା ରଖିବା]



ଉଚ୍ଚାରଣ[ସମ୍ପାଦନା]

$1

  • (file)