କପୁତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପୁତ୍
ଉଚ୍ଚାରଣ: Kaput

ପ୍ରାଦେ. (ସମ୍ବଲପୁର) ବି. (ସଂ. କୁପୁତ୍ର; ତୁଳ. ହି. କପୁତ୍) —

୧: କୁପୁତ୍ର; କୁଳାଙ୍ଗାର —୧. An unworthy scion of a family.

୨: ଅସାର ମଞ୍ଜି — ୨. Unsubstantial seed; bad seed.