କପୂଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପୂୟ
ଉଚ୍ଚାରଣ: Kapūya

ସଂ. ବିଣ (କ=କୁତ୍ସିତ+ପୂୟ ଧାତୁ=ଦୁର୍ଗନ୍ଧ ହେବା+କର୍ତ୍ତୃ. ଅ) —

୧: କୁତ୍ସିତ —Ugly.

୨: ନିନ୍ଦ୍ୟ —୨. Blameworthy.