କପୋତବୃତ୍ତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପୋତବୃତ୍ତି
ଉଚ୍ଚାରଣ: Kapotabṛutti

ସଂ. ବି. (୬: ଷ୍ଠୀ ତତ୍) —

ସ଼ଞ୍ଚୟହୀନ ଜୀବିକା; ଭବିଷ୍ୟତ୍ ପାଇଁ ଖାଦ୍ୟ ସଞ୍ଚୟ ନ କରି ପ୍ରତିଦିନ ୟାହା ମିଳେ ତାହା ଖାଇବାର ରୀତି — The way of one living from hand to mouth on what one gets or picks up from day to day.

[ ଦ୍ର—କପୋତମାନେ ଯେଉଁ ଦିନ ୟାହା ପାଆନ୍ତି ସେଦିନ ତାହା ଖାଆନ୍ତି, ପରଦିନ ପାଇଁ ସଞ୍ଚୟ କରନ୍ତି ନାହିଁ]

ସଂ. ବିଣ. ପୁଂ ଓ ସ୍ତ୍ରୀ (ବହୁବ୍ରୀହି) —

ଆକାଶବୃତ୍ତି; ଭବିଷ୍ୟତକୁ ସଞ୍ଚୟ କରିବା ପ୍ରବୃତ୍ତି ନ ରଖି ଯେଉଁଦିନ ୟାହା ମିଳିବା ତାହା ଖାଇ ବଞ୍ଚୁଥିବା (ବ୍ୟକ୍ତି) —(a person) Living from hand to mouth without making provision for the next day.