କପୋଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପୋଳ
ଉଚ୍ଚାରଣ: Kapoḻa

ସଂ. ବି (କ=ମୁଖ+ପୋଳ୍ ଧାତୁ=ବୃହତ୍ ହେବା+କର୍ତ୍ତୃ. ଅ) —

ଗଣ୍ଡଦେଶ; ଗାଲ —The cheek.