କପ୍ଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପ୍ଟି
ଉଚ୍ଚାରଣ: Kapṭi

ପ୍ରାଦେ. (ସମ୍ବଲପୁର) ବି. (ସଂ. କର୍ପଟ=ଛିଣ୍ଡା କନା; ତୁଳ. ତା. କପ୍ପଟ=ଛୋଟ ଲୁଗା) —

ଛୋଟ କପ୍ଟା ବା ଲୁଗା — Small cloth.