କଫକର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଫକର
ଉଚ୍ଚାରଣ: Kaphakara

ସଂ. ବିଣ. (କଫ+କୃ ଧାତୁ+କର୍ତ୍ତୃ. ଅ) —

ଶରୀରର ଶ୍ଳେଷ୍ମା— ବର୍ଦ୍ଧକ —producing or tending to increase in the phlegm system.