କଫଘ୍ନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଫଘ୍ନ
ଉଚ୍ଚାରଣ: Kaphaghna

ସଂ. ବିଣ. (କଫ+ହନ୍ ଧାତୁ=ନାଶ କରିବା+କର୍ତ୍ତୃ. ଅ) —

ଶ୍ଲେଷ୍ମାନାଶକ —Curing cold or phlegm; antiphlegmatic.