କଫଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଫଜ
ଉଚ୍ଚାରଣ: Kaphaja

ସଂ. ବିଣ. (କଫ+ଜନ୍ ଧାତୁ+କର୍ତ୍ତୃ. ଅ) —

ଶର୍ଦ୍ଦିରୁ ଉତ୍ପନ୍ନ —Arising from or due to cold or phlegm.