କଫରୁଦ୍ଧ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଫରୁଦ୍ଧ
ଉଚ୍ଚାରଣ: Kapharuddha

ସଂ. ବିଣ. (୩: ୟା ତତ୍; କଫ+ରୁଦ୍ଧ) —

ତଣ୍ଟିରେ କଫ ଜମା ହୋଇ ଯିବାରୁ ୟାହାର ନିଃଶ୍ବାସ ରୁଦ୍ଧ ହୋଇଯାଏ — (a person) Asphyxated on account of the respiratory canal being blocked up by phlegm.

ଦେ. ବି —

କଫରୋଧ (ଦେଖ) Kapharodha (See)