କବର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବର
ଉଚ୍ଚାରଣ: Kabara

ସଂ. ବିଣ (କୁ=ଶବ୍ଦ କରିବା+କର୍ତ୍ତୃ. ଅର) —

୧: ପାଠକ —୧. Reading.

୨: ବିଚିତ୍ର ବର୍ଣ୍ଣବିଶିଷ୍ଟ; କର୍ବୂରବର୍ଣ୍ଣ — ୨. Of veriegated colour; rainbow-coloured.

୩: ସମ୍ପୃକ୍ତ —୩. Connected.

୪: ଖଚିତ —୪. Ornamented.

ସଂ. ବି (କ=ମସ୍ତକ+ବୃ ଧାତୁ=ଆଚ୍ଛାଦନ କରିବା +ଅ) —

୧: କେଶବିନ୍ୟାସ — ୧. Tying of the hair in to a knot; arranging the hair.

୨: କେଶପାଶ —୨. A mass of hair.

୩: ଲବଣ —୩. Salt.

୪: ଅମ —୪. Acid.

୫: ପତ୍ରନିର୍ମିତ ମସ୍ତକାବରଣ; ଟୋପର — ୫. A covering for the head, made of leaves of trees.

୬: ଗୁଚ୍ଛ; ଗୋଛା (ହି. ଶଦ୍ଦସାଗର) —୬. Cluster.

কবর कबर; कब

ବୈଦେ. ବି (ଆ. କବ୍ର) —

୧: ମୃତ ବ୍ୟକ୍ତିର ଶରୀରକୁ ସମାଧି ଦେବା ବା ଶବ ପୋତିବା ଗର୍ତ୍ତ —୧. Grave.

୨: ମୁର୍ଦାର ସମାଧି ଦିଆଯିବା ଚଉତରା — ୨. A pulpit within which a dead body is interred.

୩: ମୃତ ଶରୀରକୁ ଭୂମିରେ ପୋତିବା — ୩. Interment of a dead body.

[ଦ୍ର—ମୁସଲମାନ, ଜୀହୁଦୀ ଓ ଖ୍ରୀଷ୍ଟିଆନମାନେ ଶବକୁ ହିନ୍ଦୁ— ମାନଙ୍କ ପରି ଦାହ ନ କରି ଭୂମିରେ ପୋତନ୍ତି ବା କବର ଦିଅନ୍ତି]