କବଳିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବଳିତ
ଉଚ୍ଚାରଣ: Kabaḻita

ସଂ. ବିଣ. (କବଳ ଶବ୍ଦରୁ କବଳି ନାମ ଧାତୁ=ଗ୍ରାସ କରିବା +କର୍ମ. ତ) —

୧: ଭକ୍ଷିତ —୧. Eaten.

୨: ୟାହା ଗ୍ରାସ କରାଯାଇ ଅଛି; ଗ୍ରସ୍ତ; କୃତଗ୍ରାସ — ୨. Devoured; swallowed up.

୩: ବ୍ୟାପ୍ତ —୩. Filled; pervaded.