କବଳିତ
ଦେଖଣା
କବଳିତ —
ଉଚ୍ଚାରଣ: Kabaḻita
ସଂ. ବିଣ. (କବଳ ଶବ୍ଦରୁ କବଳି ନାମ ଧାତୁ=ଗ୍ରାସ କରିବା +କର୍ମ. ତ) —
୧: ଭକ୍ଷିତ —୧. Eaten.
୨: ୟାହା ଗ୍ରାସ କରାଯାଇ ଅଛି; ଗ୍ରସ୍ତ; କୃତଗ୍ରାସ — ୨. Devoured; swallowed up.
୩: ବ୍ୟାପ୍ତ —୩. Filled; pervaded.