କବାଚ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବାଚ୍
ଉଚ୍ଚାରଣ: Kabāch
কবাজ कवायद

ବୈଦେ. ବି. (ଆ. କବାୟଦ=ନିୟମ; ବ୍ୟବସ୍ଥା) —

୧: ସିପାହିମାନଙ୍କର ବ୍ୟାୟାମ ବା କ୍ରୀଡ଼ାକୌଶଳ ପ୍ରଦର୍ଶନ —୧. Manoeuvre; mock fight.

୨: ସେନାମାନଙ୍କ ତାଲିମ; ୟୁଦ୍ଧବିଦ୍ୟା ଶିକ୍ଷା — ୨. Military drill.

୩: ୟୁଦ୍ଧ କରିବାର ନିୟମ —୩. Rules for fighting.

ପ୍ରାଦେ. (ସମ୍ବଲପୁର) ବି —

କୁସ୍ତି; କସରତ; ବ୍ୟାୟାମ — Athletic feats.