କବାରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବାରି
ଉଚ୍ଚାରଣ: Kabāri

ପ୍ରାଦେ. (ଗଡ଼ଜାତ) ବି. —

ଯେଉଁ ବ୍ୟକ୍ତି ଜଙ୍ଗଲରୁ ଗଛ କାଟି ଅଙ୍ଗାର ତିଆରି କରେ —One who prepares charcoal from wood brought from the woods.