କବାର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବାର୍
ଉଚ୍ଚାରଣ: Kabār

ପ୍ରାଦେ. (ସମ୍ବଲପୁର) ବି. (ତୁଳ. ହି. କବାର —

୧: କର୍ମ; କାର୍ଯ୍ୟ — ୧. Work.

୨: କାରବାର; ବେପାର — ୨. Trade; transactions.