କବିଲା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବିଲା
ଉଚ୍ଚାରଣ: Kabilā

ଦେ. ବି. —

୧: ପରିବାର — ୧. Family.

୨: ଭାର୍ଯ୍ୟା —୨. Wife.

[ଦ୍ର—ଏହା ପିଲା ଶବ୍ଦ ପରେ ସହଚର ଶବ୍ଦରୂପେ ବ୍ୟବହୃତ ହୁଏ ଯଥା—ତାଙ୍କ ପିଲାକବିଲା ବର୍ତ୍ତମାନ ପୁରୀରେ ଅଛନ୍ତି]