କବିଲା
ଦେଖଣା
କବିଲା —
ଉଚ୍ଚାରଣ: Kabilā
ଦେ. ବି. —
୧: ପରିବାର — ୧. Family.
୨: ଭାର୍ଯ୍ୟା —୨. Wife.
[ଦ୍ର—ଏହା ପିଲା ଶବ୍ଦ ପରେ ସହଚର ଶବ୍ଦରୂପେ ବ୍ୟବହୃତ ହୁଏ ଯଥା—ତାଙ୍କ ପିଲାକବିଲା ବର୍ତ୍ତମାନ ପୁରୀରେ ଅଛନ୍ତି]
କବିଲା —
ଉଚ୍ଚାରଣ: Kabilā
ଦେ. ବି. —
୧: ପରିବାର — ୧. Family.
୨: ଭାର୍ଯ୍ୟା —୨. Wife.
[ଦ୍ର—ଏହା ପିଲା ଶବ୍ଦ ପରେ ସହଚର ଶବ୍ଦରୂପେ ବ୍ୟବହୃତ ହୁଏ ଯଥା—ତାଙ୍କ ପିଲାକବିଲା ବର୍ତ୍ତମାନ ପୁରୀରେ ଅଛନ୍ତି]