କବୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବୀ
ଉଚ୍ଚାରଣ: Kabī

ସଂ. ବି. (କୁ=ଶବ୍ଦ କରିବା+ଈ) —

ଲଗାମ — The reins of a horse.

ସଂ. ବି. ସ୍ତ୍ରୀ (କବିର ସ୍ତ୍ରୀଲିଙ୍ଗ) —

ସ୍ତ୍ରୀକବି —A poetess.