କବୁଲନାମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବୁଲନାମା
ଉଚ୍ଚାରଣ: Kabulnāmā
কবুলনামা कबुलनामा

ବୈଦେ. ବି. (ଆ. କବୁଲ+ଫା. ନାମାହ) —

୧: ଅଙ୍ଗୀକାରପତ୍ର — ୧. Deed of agreement.

୨: ସ୍ବୀକାରପତ୍ର — ୧. Deed of consent or admission.