କବୁଲ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବୁଲ୍
ଉଚ୍ଚାରଣ: Kabul
কবুল कबूल

ବୈଦେ. ବି. (ଆ. କବୂଲ୍) —

୧: ଅଙ୍ଗୀକାର; ସମ୍ମତି; ସ୍ବୀକାର —୧. Agreement; consent; admission; acknowledgement.

୨: ମଞ୍ଜୁରୀ —୨. Granting.