କବୁଲ୍ଜବାବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବୁଲ୍ଜବାବ
ଉଚ୍ଚାରଣ: Kabuljabāb
কবুলজবাব कबूलजनाब

ବୈଦେ. ବି. (ଆ) (କଚିରିଆ) —

ବାଦୀର ଦାବୀ ଠିକ ଅଟେ ବୋଲି ପ୍ରତିବାଦୀ ଅଦାଲତରେ ଦାଖଲ କରିବା ଉତ୍ତରପତ୍ର —Written statement filed by a defendant admitting plaintiff's claim.