କବୋଷ୍ଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବୋଷ୍ଣ
ଉଚ୍ଚାରଣ: Kaboshṇa

ସଂ. ବିଣ. (କର୍ମଧା; କୁ=ଈଷତ+ଉଷ୍ଣ; କୁ ସ୍ଥାନରେ କବ ଆଦେଶ) —

କଦୁଷ୍ଣ (ଦେଖ) Kadushṇa (See)