କବ୍ରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବ୍ରା
ଉଚ୍ଚାରଣ: Kabrā

ପ୍ରାଦେ. (ସମ୍ବଲପୁର) ବିଣ. (ସଂ. କର୍ବୂର) —

ଦୁଇ ବା ତତୋଧୀକ ବର୍ଣ୍ଣ ମିଶ୍ରିତ (ଗାଈ) — Multicoloured (cow).